ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ଭୁବନେଶ୍ୱର (ଏନ୍‌.ଏମ୍‌.): ଦ୍ୱୈତ୍ୟନଗରୀ ଭୁବନେଶ୍ୱରରୁ ୫ ଜଣ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦେବାଶିଷ ଓଝା ବୋଲି ଜଣାପଡ଼ିଛି । ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ଘାଟିକିଆ ଅଞ୍ଚଳର ହୋଇଥିବା ବେଳେ ୨ ଜଣ…

Read More

ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ

ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଡ୍ରୋନ ଉଡାଇବା ଉପରେ ପ୍ରତିବନ୍ଧକ ନୂଆଦିଲ୍ଲୀ(ଏଜେନ୍ସି): ସୁରକ୍ଷା ଦୃଷ୍ଟିରୁ ଡ୍ରୋନ ଉଡାଇବା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଏକଦା ଯେଉଁ ଡ୍ରୋନ ବିଭିନ୍ନ କାର୍ଯ୍ୟକୁ ସହଜ ଓ ସରଳ କରିବାକୁ ବ୍ୟବହାର ହେଉଥିଲା, ସେହି ଡ୍ରୋନ ସହାୟତାରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରାଯାଉଛି । ତେଣୁ ଏହି ଡ୍ରୋନକୁ ବ୍ୟାନ କରାଯାଇଥିବା ଜଣାପଡ଼ିଛି । ତେବେ ଜମ୍ମୁର ଶ୍ରୀନଗରରେ ଡ୍ରୋନ ଓ ଉଡୁଥିବା ଅନ୍ୟବସ୍ତୁ ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି ।…

Read More

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା

କରୋନା କଟକଣା ଉଲ୍ଲଙ୍ଘନ: ବିବାହ ଭୋଜି ବେଳେ ଚଢ଼ାଉ, ୫୦ ହଜାର ଟଙ୍କା ଜୋରିମାନା କଟକ(ଏନ୍‌.ଏମ୍‌.): କଟକ ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଏହାକୁ ପାଳନ କରାଯାଉନଥିବା ଯୋଗୁଁ ବାଧ୍ୟ ହୋଇ ପ୍ରଶାସନ ଜୋରିମାନା ଆଦାୟ କରୁଛି । କରୋନା କଟକଣାକୁ ଉଲ୍ଲଙ୍ଘନ କରାଯିବା ଅଭିଯୋଗରେ ସିଏମସି ପକ୍ଷରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଆଜି ସହରରେ ଏକ ବିବାହ ଭୋଜିରେ…

Read More

ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ ଭୁବନେଶ୍ୱର (ଏନ୍‌.ଏମ୍‌.): ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛି । ଭୁବନେଶ୍ୱର କମିଶନରେଟ ପୁଲିସରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେବା ଯୋଗୁଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । କରୋନା କଟକଣା ଯୋଗୁଁ ଅପରାହ୍ନ ୧ଟା ସମୟରେ ଦୋକାନ ବନ୍ଦ କରିବାର ନିୟମ ଥିବାବେଳେ ଭୁବନେଶ୍ୱର କେସୁରା ଅଞ୍ଚଳରେ ଜଣେ ନାବାଳକ ଚା…

Read More

ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ

ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ କଟକ(ଏନ୍‌.ଏମ୍‌.): ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇ.ଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବାଞ୍ଚ ଓ ପୂର୍ବାଚଳ ରେଞ୍ଜ ଆଇ.ଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ପ୍ରକାଶଥାଉକି, ଶ୍ରୀ ପାଣିଗ୍ରାହୀ ରାଜ୍ୟର ମାଲକାନାଗିରି, ଅନୁଗୋଳ, ପୁରୀ,…

Read More

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ

କମିଶନରେଟ ପୁଲିସ ପଞ୍ଝାରେ ୭ସାଇବର ଲୁଟେରା, ୧୫୦ ମୋବାଇଲ ଓ ୧୬ ହଜାର ସିମ୍ ଜବତ: କଟକରେ ଚାଲିଥିଲା ଅଫିସ ଭୁବନେଶ୍ୱର (ଏନ୍‌.ଏମ୍‌.): ଲକ୍‌ଡାଉନ ସଟ୍ ଡାଉନ ଚାଲିଥିବାବେଳେ ବିନା ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାରରେ ଲାଗିପଡ଼ିଥିବା ସାଇବର ଲୁଟେରାମାନଙ୍କୁ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଗିରଫ କରିଛି । ପୁଲିସ ପଞ୍ଝାରେ ଏବେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ । ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍…

Read More

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି

ଦୀପ୍ତେଶ ପଟ୍ଟନାୟକ ଓଏସଆରଟିସି ସିଏମଡି ଭୁବନେଶ୍ୱର(ଏନ୍‌.ଏମ୍‌.): ଜେଲ୍ ବିଭାଗ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ସିଏମଡି ଭାବେ ଆଜି ନିଯୁକ୍ତି ମିଳିଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଗତ ୪ ଦିନ ତଳେ ଓଏସଆରଟିସି ସିଏମଡି ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଥିଲା । ତାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡ଼ିଥିଲା…

Read More

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ ନରସିଂହପୁର(ଏନ୍ ଏମ୍‌): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ହଟିଆପଲ୍ଲୀ ଠାରେ ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ କାବୁ କରାଯାଇଛି । କଟକ ଜିଲ୍ଲା ଅବକାରୀ କମିଶନର ଆଶିଷ କୁମାର ସିଂହ, ଜିଲ୍ଲାପାଳ କଟକ ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକ ଅନ୍ତର୍ଗତ ପାଇକବାରବାଟୀ ପଞ୍ଚାୟତ ହଟିଆପଲ୍ଲୀ ଖେଳ ପଡିଆ ନିକଟସ୍ଥ ଏକ ପରିତ୍ୟକ୍ତ…

Read More

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଝାରସୁଗୁଡ଼ା(ଏନ୍‌.ଏମ୍‌.): ଶହେ ଟଙ୍କା ମାଗି ବିଫଳ ହେବାପରେ ଜଣେ ମଦ୍ୟପ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନଏକଙ୍କୁ ହତ୍ୟା କରିବା ଭଳି ଅଘଟଣ ଘଟିଛି । ଉକ୍ତ ମଦ୍ୟପ ଜଣକ ତାଙ୍କୁ ଆକସ୍ମିକ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଲାଇକେରା ଥାନା ଅନ୍ତର୍ଗତ କୁଅଁରମାଳରେ ଥିବା କୁଳପତିଙ୍କ ବାସ ଭବନକୁ ସ୍ଥାନୀୟ…

Read More

ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ

ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ ରାଉରକେଲା(ଏନ୍‍.ଏମ.): ଖୁବ କମ ସମୟରେ ଅଧିକ ଅର୍ଥ ପାଇବା ଆଶା ସମସ୍ତଙ୍କର ରହିଛି । ଏଥିପାଇଁ କିଏ ଦିନ ରାତି ପରିଶ୍ରମ କରୁଛିତ ଆଉ କିଏ ଅସାଧୁ ଉପାୟରେ ଟଙ୍କା ଅର୍ଜନ କରିବାର ତରିକା ଖୋଜିବାରେ ବ୍ୟସ୍ତ । ଏଭଳି ସମୟରେ ଜଣେ ବିଟେକ କରିଥିବା ଯୁବକ ବ୍ୟାଙ୍କକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଆଜି ଧରା ପଡ଼ିଛି । ହରିଶ୍ଚନ୍ଦ୍ର ଦାସ ନାମକ…

Read More

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ ଗୁରୁଡ଼ିଝାଟିଆ-ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ପ୍ରଥମ ଆଦର୍ଶ କାରାଗାର ଖୁଣ୍ଟୁଣୀ ପଞ୍ଚାୟତର ରାଧାରମଣପୁର ଠାରେ ଉଦଘାଟିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କରି ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି ବୋଲି କହିଥିଲେ । ସେ ପୁଣି କହିଲେ ଯେ, ତେବେ ଆଠଗଡ ହିଁ ରାଜ୍ୟକୁ…

Read More

ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ

ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ କଟକ(ଏନ୍‌.ଏମ୍‌.): କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରେ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଆକାଶ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲରୁ ମୁକୁଳି ସାରିଥିବାବେଳେ ଏବେ…

Read More