ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ
Latest NEW News Post Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଓ ଜଗତପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ଚୌଦ୍ୱାର ପୁଲିସ। ସିଲିଣ୍ଡର ଚୋରି ଅଭିଯୋଗରେ ଟୁଙ୍ଗା ଓରଫ ସନ୍ତୋଷ ବାରିକ (୨୪)କୁ ଗିରଫ କରାଯାଇଛି। ତେବେ ଟୁଙ୍ଗା…

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
News Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ #ଭଦ୍ରକ (ଏନ୍‌.ଏମ୍‌.): ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ମିଳିଲାନି ଚାକିରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।…

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ
NEW Slider Trending ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ ଶୀତ ରାତିକୁ କମ୍ପାଉଛି ବଡ ବଡ ମେସିନ, ନିରବ ପ୍ରଶାସନ! #Tangi-Choudwar #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌): ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ପାଇଁ ସୁରକ୍ଷିତ ଭୂସ୍ୱର୍ଗ ପାଲଟିଯାଇଛି। ଦୀର୍ଘ ଦିନ ଧରି ଏଠାରେ ଚାଲିଛି ବ୍ୟାପକ ଓ…

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !
Latest News Trending ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ ! ୮ମାସରେ ୨୩କୋଟି ଖର୍ଚ୍ଚ, ପୁଣି ମାଗିଲେ ୧୫୦କୋଟି #Cuttack , କଟକ (ଏନ୍‌.ଏମ୍‌.): ରାଜ୍ୟରେ ଅପରାଧ ଯେତେ ଅଧିକ ହେଉଛି ଓଡ଼ିଶା ପୁଲିସର ଲାଭ ସେତେ ବଢ଼ିଚାଲିଛି। ଏ କଥା ଆମ୍ଭେ କହୁନାହୁଁ କହୁଛନ୍ତି ହଜାର ହଜାର ବୁଦ୍ଧିଜୀବୀ।…

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ
News Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ

ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଉଚ୍ଚ ଶିକ୍ଷାର ସଦୃଢ଼ିକରଣ ନିମନ୍ତେ ଦାୟିତ୍ୱ ନେଇଥିବା କିଟି ବିଶ୍ୱବିଦ୍ୟାଳୟ ସବୁବେଳେ ବିବାଦରେ ଛନ୍ଦି ହୋଇ ପଡ଼ୁଛି। ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ହେଉ ବା ପରିଚାଳନାଗତ ତ୍ରୁଟି। ବିଭିନ୍ନ ଘଟଣାକୁ ନେଇ ଏବେ କିଟ ଚର୍ଚ୍ଚାରେ। ଗତ ଫେବ୍ରୁଆରି…

କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ

କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ ବାଙ୍କୀ(ଏନ୍‌.ଏମ୍‌.): ନିଜର ଅଧିକାର ନପାଇ ଆଜି ଜଣେ ମହିଳା କଟକ ଜିଲ୍ଲାପାଳଙ୍କ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଜନ ଅଭିଯୋଗ ଶୁଣାଣି ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା…

ମୟୂରଭଞ୍ଜରେ ବନ୍ଧୁକୁ ହତ୍ୟା: ମଟନ ଟଙ୍କାକୁ ନେଇ ବିବାଦ
ଅପରାଧ

ମୟୂରଭଞ୍ଜରେ ବନ୍ଧୁକୁ ହତ୍ୟା: ମଟନ ଟଙ୍କାକୁ ନେଇ ବିବାଦ

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ନିଜ ବନ୍ଧୁଙ୍କୁ ଏକ ସାମାନ୍ୟ କଥାକୁ ନେଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତକ…

ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ
News Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ

ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ ବସ୍ତା(ଏନ୍‌.ଏମ୍‌.): ଏବେ ବିଭିନ୍ନ ଉପାୟରେ ଦୁବୃର୍ତ୍ତମାନେ ଚୋରି କରିବାରେ ଲାଗିପଡ଼ିଛନ୍ତି। ଏପରିକି ଫେରି କରିବା ବାହାନାରେ ଦୁବୃର୍ତ୍ତମାନେ ଲୋକଙ୍କ ଠା ଠିକଣା ଜାଣି ଚୋରି କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଉଠୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର…

ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌

ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌ #ଖୁଣ୍ଟୁଣୀ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଖୁଣ୍ଟୁଣୀ ଅଞ୍ଚଳ ବେଆଇନ ମଦ ତିଆରି କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ଏହି ଅଞ୍ଚଳଟି ମଦ ମାଫିଆଙ୍କ ସାମ୍ରାଜ୍ୟ ପାଲଟି ଯାଇଥିବା ଅଭିଯୋଗ…

ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି

ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ : ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ #ନୂଆଦିଲ୍ଲୀ(ଏଜେନ୍ସି): ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି । ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ତଥାକଥିତ ଅବକାରୀ ନୀତି…

ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ

ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ #କଟକ(ଏନ୍‌.ଏମ୍‌.): ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କଟକର ଲୋକସଭା ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଗତ ୨୦୧୧ ମସିହା ଜାନୁୟାରୀ ୨୩ ତାରିଖରେ ଶ୍ରୀ ମହତାବ ଅମିତାଭ…

ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ

ନାବାଳିକା ବଳାତ୍କାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନର ପ୍ରତିବାଦ #କଟକ(ଏନ୍‌.ଏମ୍‌.): ନାବାଳିକା ଗଣ ବଳାତ୍କାର ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଡିସିପି ଅଫିସ ସମ୍ମୁଖରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ମଧୁପାଟଣା ଥାନା…