ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ
ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ କଟକ(ଏନ୍.ଏମ୍.): କରୋନା ମହାମାରୀ ସମୟରେ ନକଲି ଔଷଧ ଜବତ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…











