୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ
୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ ସମ୍ବଲପୁର (ଏନ୍.ଏମ୍.): ସମ୍ବଲପୁରରେ ଜାଲ୍ ନୋଟ କାରବାର ହେଉଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଆଜି ପୁଲିସ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି । ଏହି ଜବତ ନୋଟ…
୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ ସମ୍ବଲପୁର (ଏନ୍.ଏମ୍.): ସମ୍ବଲପୁରରେ ଜାଲ୍ ନୋଟ କାରବାର ହେଉଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଆଜି ପୁଲିସ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି । ଏହି ଜବତ ନୋଟ…
ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ କଟକ(ଏନ୍.ଏମ୍.): ନକଲି ସମଗ୍ରୀ ପ୍ରସ୍ତୁତିର ରାଜଧାନୀ ପାଲଟିଛି କଟକ । ବିଭିନ୍ନ ସମୟରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ସମ୍ଭବ ହୋଇ ପାରୁନାହିଁ । ଆଜି ପୁଣି କଟକର…
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କଟକ (ଏନ୍.ଏମ୍.): ମାଲଗୋଦାମ ଓଭରବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସରକାରୀ ରେଳବାଇ ପୁଲିସ (ଜିଆରପି) ମୃତଦେହକୁ ଉଦ୍ଧାର କରି ଏସସିବି ମେଡିକାଲରେ ବ୍ୟବଚ୍ଛେଦ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ଶନିବାର ସକାଳେ…
ତଦନ୍ତ ପାଇଁ ଯାଇଥିବା ପୁଲିସ୍କୁ ମରଣାନ୍ତକ ଆକ୍ରମଣ ଭଦ୍ରକ(ଏନ୍.ଏମ୍.): ପୁଲିସ ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଛି । ଗ୍ରାମବାସୀମାନେ ତଦନ୍ତରେ ଯାଇଥିବା ପୁଲିସ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିବା ସହ କଟୁରୀ, ପନିକିରେ ଆକ୍ରମଣ କରିଥିବା ଜଣାପଡ଼ିଛି ।…
ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି ଭୁବନେଶ୍ୱର (ଏନ୍.ଏମ୍.): ବେଆଇନ ଭାବେ ବିପୁଳ ଅଥି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ମାମଲାର…
ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା: ଫୋରେନ୍ସିକ ଯାଞ୍ଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି [caption id="attachment_1530" align="alignnone" width="300"] ଫାଇଲ ଫଟୋ ହାଇଦର[/caption] ଭୁବନେଶ୍ୱର(ଏନ୍.ଏମ୍.): ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଜେଲରୁ ସ୍ଥାନାନ୍ତର ସମୟରେ…
ଓଏସଏସସିରେ ଲାଗିଲା କଳାଦାଗ: ବିରଞ୍ଚିଙ୍କ ବହିଷ୍କାର ପରେ ଏବେ ନିର୍ମଳଙ୍କ ଉପରେ ଭିଜିଲାନ୍ସର ନଜର ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ(ଓଏସଏସସି)ଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କ ଠାରୁ କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହେବା ପରେ ବିଭାଗରେ ବ୍ୟାପକ ଅନିୟମିତତା ଚାଲିଥିବା ଚର୍ଚ୍ଚା ଜୋର…
ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲା ଉପକଣ୍ଠମାନଙ୍କରେ ଥିବା ଜଙ୍ଗଲରେ ଏବେ ବେଆଇନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଶିକାରୀମାନଙ୍କୁ ଲଗାମ ଲଗାଇବା ଦିନକୁ…
ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍ଙ୍କ ଘରେ ରେଡ୍: ବିପୁଳ ପରିମାଣର ଟଙ୍କା ଜବତ ଭୁବନେଶ୍ୱର (ଏନ୍.ଏମ୍.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି…
୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ ଚୌଦ୍ୱାର(ଏନ୍.ଏମ୍.): ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ…
ପୁଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ କଟକ(ଏନ୍.ଏମ୍.): ଅସଲି କହି ନକଲି ଘଣ୍ଟା ବିକ୍ର କରୁଥିବା ଜଣେ ଅସାଧୁ ବ୍ୟବସାୟଙ୍କୁ କଟକ ବାଦାମବାଡି ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଜଣକ କାଳିପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ଏହି ବ୍ୟବସାୟୀ…
ପ୍ରକାଶ ପାଇଲା ବିଜ୍ଞପ୍ତି: ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧା ପ୍ରସାରଣ କଟକ(ଏନ୍.ଏମ୍.): ହାଇକୋର୍ଟରେ ଏଣିକି ଶୁଣାଣି ହେଉଥିବା ମାମଲାର ସିଧା ପ୍ରସାରଣ କରାଯିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ…
© 2026 Nishkarsha Media Entertainment & Publication. All rights reserved | Design & develop by AmpleThemes