କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା #କଟକ(ଏନ୍‌.ଏମ୍‌.): ଏସିଏଫ ମୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଖୁଲାସା କରିଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା…

Read More

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ !

ସିଏମସିରେ ବଢ଼ୁଛି ଦୁର୍ନୀତିର ତାଲିକା: ତେଲ ପିଇ ଯାଉଛନ୍ତି ପମ୍ପ ଅଧିକାରୀ ଓ କର୍ମଚାରୀ ! #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ବଢ଼ୁଛି ଦୁର୍ନୀତିର ତାଲିକା । ଏପରିକି ସିଏମସିର ବିଭାଗୀୟ ଯନ୍ତ୍ରୀଙ୍କ ସହାୟତାରେ କର୍ମଚାରୀମାନେ ତେଲ ପିଇ ଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏ ନେଇ ସିଏମସି କମିଶନରଙ୍କୁ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ସିଏମସି ରାଜକୋଷରୁ ଲୁଟ ହେଉଥିବା ଅର୍ଥକୁ ସୁରକ୍ଷା ଦେବାକୁ ଦାବି କରାଯାଇଛି…

Read More

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା #କଟକ(ଏନ୍‍.ଏମ୍‍.): ଖାଦ୍ୟରେ ଜହର । ବିଭିନ୍ନ ଅପମିଶ୍ରଣ ସାଙ୍ଗକୁ ମିଶୁଛି ଅଖାଦ୍ୟ । ଯାହା ଫଳରେ ସୃଷ୍ଟି ହେଉଛି ବିଭିନ୍ନ ରୋଗ । ଲୋକେ ଖାଇବା ନାଁରେ କିଣୁଛନ୍ତି ଜହର । ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । କଟକ ସହରରେ ଥିବା ଏକ ପାଉଁରୁଟି (ବେକେରୀ) କାରଖାନାରେ ଖାଦ୍ୟ ଅନୁପୋଯୋଗୀ ସାମଗ୍ରୀରେ ତିଆରି ଚାଲିଥିବା ସୁଷମ ଖାଦ୍ୟ…

Read More

କମିଶନରେଟ ପୁଲିସ ହାତରେ ଚୋରା ବନ୍ଧୁକ ବ୍ୟବସାୟୀ: ଆଲ୍‌ବମ୍ ଅଭିନେତା ସହ ୪ ଗିରଫ, ୩ଟି ବନ୍ଧୁକ ସହ ୧୨ ଜୀବନ୍ତ ଗୁଳି ଜବତ

କମିଶନରେଟ ପୁଲିସ ହାତରେ ଚୋରା ବନ୍ଧୁକ ବ୍ୟବସାୟୀ: ଆଲ୍‌ବମ୍ ଅଭିନେତା ସହ ୪ ଗିରଫ, ୩ଟି ବନ୍ଧୁକ ସହ ୧୨ ଜୀବନ୍ତ ଗୁଳି ଜବତ #କଟକ(ଏନ୍‌.ଏମ୍‌.): ସବୁବର୍ଷ ପରି ଏଥର ମଧ୍ୟ ଶାରଦୀୟ ପୂଜା ପୂର୍ବରୁ କଟକରେ ଅପରାଧୀମାନ ସକ୍ରିୟ ହୋଇଉଠିଛନ୍ତି । ଗତକାଲି ଦିନ ଦିପ୍ରହରରେ ଜଗତପୁର ଅଂଚଳରେ ଗୁଳିଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା ବେଳେ ଆଜି ବନ୍ଧୁକ କାରବାରରେ ସଂପୃକ୍ତ ୪ ଜଣଙ୍କୁ ବାଦାମବାଡି ଥାନା ପୁଲିସ ଗିରଫ କରିଛି । ସବୁଠାରୁ…

Read More

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା

କଟକ ସହରରେ ବଢ଼ୁଛି ଦୁର୍ନୀତି: ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା #କଟକ(ଏନ୍‌.ଏମ୍‌.): କଟକ ସହରରେ ସରକାରଙ୍କ ଜନକଲ୍ୟାଣ ଯୋଜନା ଦିଗହରା ହେବାରେ ଲାଗିଛି । ବିଶେଷ କରି କଟକ ମହାନଗର ନିଗମରେ କାର୍ଯ୍ୟରତ ଅସାଧୁ କର୍ମଚାରୀଙ୍କ ଯୋଗୁଁ ସରକାରୀ ସୁବିଧା ସୁଯୋଗରୁ ପ୍ରକୃତ ହିତାଧିକାରୀ ବଞ୍ôଚତ ରହୁଥିବା ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ଗରିବ ଲୋକଙ୍କୁ ସ୍ଥାୟୀ ବାସ ବ୍ୟବସ୍ଥା ଯୋଗାଇଦେବା କ୍ଷେତ୍ରରେ ସରକାର ଆବାସ ଯୋଜନା ପ୍ରଚଳନ…

Read More

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

#କଟକ(ଏନ୍‌.ଏମ୍‌.): ନିର୍ମାଣ କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅନୁଯାୟୀ ଥାନାରେ ରିପୋର୍ଟ ନହେବା ଶବ ବ୍ୟବଛେଦ କରାନଯାଇ ଅଞ୍ଚଳର କିଛି ଲୋକ ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଶହ ଦାହ କରାଯାଇ ଦେଇଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ମୃତକଙ୍କ ଭାଇ ନ୍ୟାୟ ଦାବି କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହେବା ସହ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି । ଏଭଳି…

Read More

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ

ଖୋଲିଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାର ରହସ୍ୟ: ୨ ଗିରଫ କଟକ (ଏନ୍‌.ଏମ୍‌.): ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଦରଘାବଜାର ଥାନା ଅଞ୍ଚଳର ଦିବ୍ୟରଞ୍ଜନ ବେହେରା(୨୬) ଓ ଦୋଳମୁଣ୍ଡାଇ ପିଠାପୁର ରୋଡ ଅଞ୍ଚଳର କୌଶଲ ପ୍ରଧାନ(୨୦) ବୋଲି ଜଣାପଡ଼ିଛି । ଗିରଫ…

Read More

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା ପୁଣି ରିମାଣ୍ଡରେ ଆସିପାରନ୍ତି ୫ ଅଭିଯୁକ୍ତ ସଚିନ ଦେଇଛନ୍ତି କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ କଟକ (ଏନ୍‌.ଏମ୍‌.): ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ୭ ଦିନ ଧରି ମାରଥାନ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂଣ୍ଣ ତଥ୍ୟ ଲାଗିଥିବା କ୍ରାଇମବ୍ରାଞ୍ଚ ଏଡ଼ିଜି…

Read More

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ

ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ ଦେବଗଡ(ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ଟ୍ୟୁସନ୍‌ରୁ ଫେରିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ରିଆମାଳ ଥାନା ଅର୍ନ୍ତଗତ ଛତାବର ଗ୍ରାମରେ । ଏହି ଘଟଣାରେ ସମ୍ପୃକ୍ତ ଥିବା କଙ୍କରଖୋଲ ଗାଁର ଶୁଭମ ବାଦୀ…

Read More

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ କଟକ(ଏନ୍‌.ଏମ୍‌.): କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ ଏହି ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର ପ୍ୟାକେଟ ଭିତରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇ କେବଳ ଗ୍ରାହକ ମାନଙ୍କୁ ଠକୁ ନାହାନ୍ତି ବରଂ ଏହି ଖାଦ୍ୟ ସାମଗ୍ରୀ ମାଧ୍ୟମରେ ବିଭିନ୍ନ ରୋଗ ମଧ୍ୟ…

Read More

ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ମୁହାଁମୁହିଁ ଟ୍ରାକ୍ଟର ସମ୍ମୁଖରେ ଶୋଇଲେ ବ୍ୟବସାୟୀ କୋଣାର୍କ(ଏନ୍‌.ଏମ୍‌.): ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ପ୍ଲଟ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଧାରଣା ୧୬ ଦିନରେ ପହଂଚିଛି । ଏହି ସମସ୍ୟାର ସମାଧାନ ହୋଇନପାରିବାରୁ ସୋମବାର ଅପରାହ୍ନରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ଉଭୟ ମୁହାଁମୁହିଁ ହୋଇଥିଲା । ଗତ କିଛି ଦିନ ହେଲା ନୂଆ ପ୍ଲଟରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନ…

Read More

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ କଟକ(ଏନ୍‌.ଏମ୍‌.): କଟକରେ ବ୍ରାଉନସୁଗର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ କମିଶନରେଟ ପୁଲିସ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ନିଶା ବେପାରୀମାନେ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରି ବ୍ୟବସାୟ ଚଳାଇଥିବା କୁହାଯାଉଛି । ଆଜି ବ୍ରାଉନସୁଗର ବିକ୍ରି କରୁଥିବା ଅଭିଯୋଗରେ ମଧୁପାଟଣା ପୁଲିସ ସ୍ଥାନୀୟ ମାତୃଭବନ ନିକଟରୁ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୭.୩ ଗ୍ରାମ ଓଜନର ବ୍ରାଉନସୁଗର…

Read More