ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ
ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇ(ଏଜେନ୍ସି): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜଣେ ଶିଶୁଙ୍କ ପାଇଁ ସାହାଯ୍ୟ ମାଗି ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି । ଏ ନେଇ ଲଗାତର ରିୟାଙ୍କୁ ନେଇ ଜୋରଦାର ଟ୍ରୋଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍ । ଏଥିପାଇଁ ସୋସିଆଲ ମିଡିଆରେ ଆଜିକାଲି କମ୍ ଆକ୍ଟିଭ ଅଛନ୍ତି…
