ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା
ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା ନୂଆଦିଲ୍ଲୀ(ଏଜେନ୍ସି): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି…
