ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍
ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍ ଭୁବନେଶ୍ୱର (ଏନ୍.ଏମ୍.): କ୍ରୀଡ଼ା କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳୀମାନଙ୍କୁ ବିଭିନ୍ନ କ୍ରୀଡ଼ା ପୁରସ୍କାର ନିମନ୍ତେ ରାଜ୍ୟସରକାର ସୁପାରିସ କରିଛନ୍ତି । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀଙ୍କ ନାମ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍…
