ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ଟ୍ରକରୁ ଜଗତପୁର ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ପରିମାଣ ୫. କ୍ୱିଣ୍ଟାଲ୍ରୁ ଅଧିକ ବୋଲି ଜଣାପଡ଼ିଛି । ଜବତ ଟ୍ରକ ଆଧାରରେ ତଦନ୍ତ ଜୋରଦାର ଚାଲିଛି ବୋଲି ଜଗତପୁର ଥାନା ଆଇଆଇସି ରବିନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି । କଟକ ଦେଇ…
