୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା
୪୨ ଦିନ ଲଢ଼େଇକରି କରୋନାକୁ ମାତ ଦେଲେ କଲେ ୮୫ ବର୍ଷିୟା ବୃଦ୍ଧା କଟକ (ଏନ୍.ଏମ୍.): କଟକ ଜିଲ୍ଲାରେ କରୋନା ଯୋଗୁଁ ଅନେକ ମୃତ୍ୟୁ ମୁଖରେ ପଡ଼ୁଥିବାବେଳେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଲଢ଼େଇ କରି କରୋନାକୁ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ କରୋନା ସଂକ୍ରମଣ ସହ ଲଢେଇ କରି…
