କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ
କରୋନା କଟକଣାରେ ପାଳନ ହେବ ରଜ ଆରମ୍ଭ ହେଲା ପୂର୍ବର ସଜବାଜ କଟକ(ଏନ୍.ଏମ୍.): ଆନନ୍ଦ ଉତ୍ସବର ପର୍ବ ରଜ । ଏହା ହିନ୍ଦୁ ଧର୍ମର ଏକ କୃଷି ଭିତ୍ତିକ ପର୍ବ । ଏହି ରଜପର୍ବର ଅବ୍ୟବହିତ ପୂର୍ବରୁ ଆଜି କଟକ ସହରରେ ଆରମ୍ଭ ହୋଇଛି ସଜବାଜ । ଘରେ ଘରେ ପିଠାପଣା ତିଆରି କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରିହୋଇଥିବା ଲକ୍ଡାଉନ ଓ…
