ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ
ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ #କଟକ(ଏନ୍.ଏମ୍.): ସ୍ଥାନୀୟ ସିଡିଏ ସେକ୍ଟର ୧୧ କାଠଯୋଡ଼ି କୂଳ ଗାଙ୍ଗୁଲି ବସ୍ତିରେ ଆଦିବାସୀ ସେବା ସଂଘ ପକ୍ଷରୁ ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ମାଘେ ପରବ ଉତ୍ସାହର ସହ ପାଳିତ ହୋଇ ଯାଇଛି । ଏହି ମାଘେ ପରବ ଉପଲକ୍ଷେ ଆଦିବାସୀ ପିଲାମାନଙ୍କ ନିମନ୍ତେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଆଦିବାସୀ ବାଦ୍ୟର ତାଳେତାଳେ ଦୁଇ ଦିନ ଧରି ଆୟୋଜିତ ଲୋକନୃତ୍ୟ କାର୍ଯ୍ୟକ୍ରମରେ ଯୁବକ…
