ନିଆରା ମଣିଷ ଟିକା ଭାଇ: ଅଭାବ ଅସୁବିଧା ସତ୍ତ୍ୱେ ସମାଜସେବାରେ ବିତୁଛି ଜୀବନ
ନିଆରା ମଣିଷ ଟିକା ଭାଇ: ଅଭାବ ଅସୁବିଧା ସତ୍ତ୍ୱେ ସମାଜସେବାରେ ବିତୁଛି ଜୀବନ [caption id="attachment_10168" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍.ଏମ୍.): କଥାରେ ଅଛି ଇଚ୍ଛା ତଥା ନିରନ୍ତର ଉଦ୍ୟମ ଥିଲେ ସଫଳତା ହିଁ ପଦ ଚୁମ୍ବନ କରିଥାଏ । ଅର୍ଥାତ…












