ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ
ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ [caption id="attachment_10212" align="alignnone" width="300"] Aditya Kumar Paital (Baranga)[/caption] #ବାରଙ୍ଗ(ଏନ୍.ଏମ୍.): କଟକ ଜିଲ୍ଲା ବାରଙ୍ଗ ବ୍ଲକର ବିଭିନ୍ନ ସ୍ଥାନର ରାସ୍ତାକଡ଼ରେ ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ସ୍ଥାନୀୟ ଗଣ୍ଡରପୁର ଧରମାନନ୍ଦ ସାସମଲ ଗଡା଼ଠାରୁ…












