କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି
କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି #କଟକ(ଏନ୍.ଏମ୍.): ଦଶଟି ଜିଲ୍ଲାର ବିଭିନ୍ନ କମ୍ପାନୀ ଯଥା ସାହାରା, ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍ ଲ୍ୟାଣ୍ଡ, ଗ୍ରୀନ୍ରେ, ରୋଜଭ୍ୟାଲି, ସାରଦା ସମେତ ଶତାଧିକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ’ ଓ ‘ସାହାରା ଜମାକାରୀ ମଞ୍ଚ’ ନେତୃତ୍ୱରେ ହଜାର ହଜାର ଜମାକାରୀ କଟକ ଆର.ଡି.ସି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି । ସାହାରା ଗ୍ରୁପ୍…
