ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି

ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି #କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୨୭ ନମ୍ବର ୱାର୍ଡ ରାଉସାପାଟଣା ଠାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ରାୟଙ୍କ ଚା ଖଟି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସାମନ୍ତରାୟ ଯୋଗଦେଇ ୱାର୍ଡ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି ଅଞ୍ଚଳର ଯେ କୌଣସି ସମସ୍ୟା ରହିଛି ଆଗାମୀ ଦିନରେ ତାହା…

Read More

ପୁରୀରୁ ବେଆଇନ ମୋବାଇଲ ସିମ ଜବତ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା

ପୁରୀରୁ ବେଆଇନ ମୋବାଇଲ ସିମ ଜବତ: ୮ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ସାଇବର କ୍ରାଇମ ବଢ଼ିବଢ଼ି ଚାଲିଥିବାବେଳେ ଏହାର ମୁଖ୍ୟ ଅଂଶ ହେଉଛି ବେଆଇନ ଆକ୍ଟିଭେଟ ସିମ । ଏହାକୁ ବ୍ୟବହାର କରି ଅପରାଧୀମାନେ ଆଖିପିଛୁଳାକେ ଲକ୍ଷାଧିକ ଟଙ୍କା ହଡ଼ପ କରିବାରେ ସକ୍ଷମ ହେଉଛନ୍ତି । ଏହି ସିମଗୁଡ଼ିକ ବିଶେଷକରି ପୁରୀରୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଥିବାବେଳେ ଏମାନଙ୍କ ଧରିବା କ୍ଷେତ୍ରରେ କଟକ ସାଇବର ଥାନା ପୁଲିସକୁ ବଡ ସଫଳତା…

Read More

ମୟୂରଭଞ୍ଜରେ ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାର୍ଥ ମାମଲା: ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୟୂରଭଞ୍ଜରେ ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାର୍ଥ ମାମଲା: ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ #କଟକ(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଡୁବୁକୁସାହିରେ ପାନୀୟ ଜଳ ସମସ୍ୟା ପ୍ରସଙ୍ଗ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ମାମଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରଦ୍ଧାସୁମନ ସିଂଙ୍କ ପକ୍ଷରୁ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି…

Read More

କଟକରେ ରଥ ଯାତ୍ରା ପ୍ରସ୍ତୁତି ନିରୀକ୍ଷଣ କଲେ ସିଏମସି ମେୟର ଓ କମିଶନର

କଟକରେ ରଥ ଯାତ୍ରା ପ୍ରସ୍ତୁତି ନିରୀକ୍ଷଣ କଲେ ସିଏମସି ମେୟର ଓ କମିଶନର #କଟକ(ଏନ୍‌.ଏମ୍‌.): କଟକ ସହରରେ ଶ୍ରୀଗୁଣ୍ଡିଚା ପରିପ୍ରେକ୍ଷୀରେ ପବିତ୍ର ରଥ ନେଇ ବିଭିନ୍ନ ଦିଗରୁ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ରଥ ତିଆରି ଚାଲିଛି ତ ଆଉ କେଉଁଠି ନୀତିକାନ୍ତି ନେଇ ଆଲୋଚନା । ଏହି ପରିପ୍ରେକ୍ଷୀରେ ସିଏମସି ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ନିରୀକ୍ଷଣ କରାଯାଇଛି । ଆଜି ସନ୍ଧ୍ୟା ୫ଟା ସମୟରେ ମେୟର ସୁବାସ ସିଂହ ଓ କମିଶନର ନିଖିଲ…

Read More

ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ

ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ନବୀନ ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ବଦ୍ଧ ପରିକର ରହିଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳରେ କୌଣସି ବ୍ୟକ୍ତି ଖରାପ ପ୍ରଦର୍ଶନ କଲେ ତାଙ୍କୁ ଗାଦିଚ୍ୟୁତ କରାଯାଉଥିବା ଦେଖିବାକୁ ମିଳିଛି । ମାତ୍ର ୧୨ମାସ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…

Read More

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ ୫-ଟି ଉପକ୍ରମରେ ଏକ ମଡେଲ ସ୍କୁଲ ଭାବରେ ଗଢାହେବ #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ । ୫-ଟି ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ…

Read More

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମୋଦି ସରକାର-ଧର୍ମେନ୍ଦ୍ର ପ୍ରଧାନ #କଙ୍କଡାହାଡ(ଏନ୍‌.ଏମ୍‌.): ମୋଦି ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର…

Read More

କିଟ୍‍ ଓ କିସରେ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆଜିଠୁ ଆରମ୍ଭ

କିଟ୍‍ ଓ କିସରେ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆଜିଠୁ ଆରମ୍ଭ ଯୋଗଦେବେ ୫ହଜାର ପ୍ରତିଯୋଗୀ #ଭୁବନେଶ୍ୱର(ଏନ୍‌.ଏମ୍‌.): କିଟ୍‍ ଓ କିସରେ ଜୁନ୍‍ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆୟୋଜିତ ହେଉଛି । ଏଥି ପାଇଁ କିଟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳି, କୋଚ ଓ ଅଫିସିଆଲ୍‍ଙ୍କ ରହଣି ଓ ଖାଦ୍ୟ ବ୍ୟବସ୍ଥା କିଟରେ କରାଯାଇଛି । ଭାରତର ୨୬ଟି ବିଭିନ୍ନ ରାଜ୍ୟରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଏଥିରେ…

Read More

ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଆଗରେ ଏସୟୁସିଆଇ(ସି)ର ବିକ୍ଷୋଭ

ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଆଗରେ ଏସୟୁସିଆଇ(ସି)ର ବିକ୍ଷୋଭ କେନ୍ଦୁଝର(ଏନ୍‌.ଏମ୍‌.): ଯାଜପୁର ରୋଡ ରେଳ ଷ୍ଟେସନର ଅନତିଦୂର ଚୁନଭାଟି ନିକଟରେ ବିନା ସୁରକ୍ଷାରେ ଥିବା ରେଳଡବା ତଳେ କାଳବୈଶାଖୀରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିବାବେଳେ ବଗି ଗଡ଼ିଯାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏସୟୁସିଆଇସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଯୋଗାଇ ଦେବା, ମୃତକଙ୍କ ପରିବାରରୁ ଜଣକୁ ରେଳ…

Read More

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ #କଟକ (ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର…

Read More

ରାୟଗଡ଼ା ଜିଲ୍ଲାଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ: ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି

ରାୟଗଡ଼ା ଜିଲ୍ଲାଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ: ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି #ଭୁବନେଶ୍ୱର (ଏନ୍‌.ଏମ୍‌.): ରାୟଗଡା ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଛନ୍ତି । ଏଥି ସହିତ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ…

Read More

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର!

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର! #ଭୁବନେଶ୍ୱର(ଏନ୍‌.ଏମ୍‌.): ଅସମ୍ଭାଳ ତାତି ପରେ ରାଜଧାନୀରେ କାଳବୈଶାଖୀ ତାଣ୍ଡବ ସୃଷ୍ଟି କରିଛି । ଧୂଳି ଝଡ଼ ହେବା ସହିତ ବଡ଼ବଡ଼ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଥିବାବେଳେ ଘରୁ ଛପର ଉଡାଇ ଦେଇଛି । କିଛି ସମୟ ପାଇଁ ଭୁବନେଶ୍ୱରରେ ପ୍ରବଳ ପବନ ସାଙ୍ଗକୁ ଧୂଳି ଉଡ଼ି କିଛି ସମୟ ପାଇଁ ଜନ ଜୀବନ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଆଜି ପୂର୍ବାହ୍ନରେ ଭୁବନେଶ୍ୱରରେ ଅସମ୍ଭାଳ…

Read More