କଟକରେ ନିଆରା ରାଜନୈତିକ ରଜ ମଉଜ

କଟକରେ ନିଆରା ରାଜନୈତିକ ରଜ ମଉଜ ଦୁଇ ବିଧାୟକଙ୍କୁ ଦୋଳିରେ ଝୁଲାଇ ଇତିହାସ ସୃଷ୍ଟି କଲେ ମେୟର #କଟକ(ଏନ୍‌.ଏମ୍‌.): ଓଡ଼ିଶାର ଗଣ ପର୍ବ ରଜ । ରଜ ପାଳନ ପାଇଁ କଟକ ସହର ସତେ ଯେମିତି ମତୁଆଲା ହୋଇ ଉଠେ । ଏମିତି କଟକରେ ଜାତି, ଧର୍ମ, ବର୍ଣ୍ଣର ବାଛ ବିଚାର ନଥିବାରୁ ଏହାକୁ ଭାଇଚାରାର ସହ ବୋଲି କୁହାଯାଏ । ସମସ୍ତ ଧର୍ମର ଲୋକ ପ୍ରତ୍ୟେକ ଧର୍ମର ପର୍ବପର୍ବାଣୀକୁ ଏକାଠି ପାଳନ କରି ସାରା ଭାରତରେ…

Read More

ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ

ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ #କଟକସଦର(ଏନ୍‍.ଏମ୍‍.): ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଲୋ ଦିଶୁଅଛି ଝଟଝଟ । ଏଭଳି ଲୋକଗୀତରେ ଉଛୁଳି ପଡ଼ିଥିଲା କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଡିଆ । ପହିଲି ରଜ ପୂର୍ବଦିନ ସଜବାଜ ରାତିରେ ଆଞ୍ଚଳିକ କଳା ପରିଷଦ ପକ୍ଷରୁ ମହାସମାରୋହରେ ଯଶପଡା ଠାରେ ୪ ଦିନିଆ ରଜ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏଥିରେ ଗ୍ଲୋବାଲ ଇଣ୍ଡିଆ ଗ୍ରୁପ…

Read More

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ #କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଡ୍ରିମସ୍ କଲେଜ ଛକଠାରେ ଚଢଉ କରାଯାଇ ଏକ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ବ୍ୟବହୃତ ମାରୁତି ଇକୋ କାର(ଓଆର-୦୪-ଏନ-୯୭୮୭) ସହିତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟେ ବିହାର ରାଜ୍ୟ ଭୋଜପୁର ଜିଲ୍ଲାର ଗୋବିନ୍ଦ ୟାଦବ(୨୮) ଓ ଗୁଡୁ…

Read More

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି #କଟକ(ଏନ୍‌.ଏମ୍‌.): ଢେଙ୍କାନାଳ ଜିଲ୍ଳା ମେରାମୁଣ୍ଡଳିସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସ ଫାଟିବା ନେଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଭଳି ଅଘଟଣକୁ ନେଇ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ କମ୍ପାନିର ପରିଚାଳନାଗତ ତ୍ରୁଟି ପାଇଁ ଏମିତି ଘଟିଛି…

Read More

ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର #ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ ବିଜୁ ଯୁବ ଜନତା ଦଳ ସଭାପତି ମନୋଜ ବାରିକ୍ ଏବଂ ମିଶନ ଶକ୍ତିର ସଭାନେତ୍ରୀ ସୁମିନା ପ୍ରଧାନଙ୍କ ନେତୃତ୍ୱରେ ବାହାନଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ‘ଓଡିଶା ମୋ ପରିବାର’ ଏବଂ ଜୀବନବିନ୍ଦୁର ମିଳିତ ଆନୁକୂଲ୍ୟରେ ବାରଙ୍ଗ ବ୍ଲକ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ…

Read More

ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ୍‌ରେ ଯୋଡି ହେଲା ବିକାଶର ଆଉ ଏକ ଫର୍ଦ୍ଦ

ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ୍‌ରେ ଯୋଡି ହେଲା ବିକାଶର ଆଉ ଏକ ଫର୍ଦ୍ଦ #ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ନିର୍ବାଚନ ମଣ୍ଡଳି ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଞ୍ଚାୟତ ନୟାପାଟଣା ଓ ଆମ୍ବବରେଇକୁ ସଂଯୋଗ ପାଇଁ ପୁରୁଣା ଲୁହା ପୋଲ ପାଖରେ ଏକ ନୂତନ ବିଜୁ ସେତୁ ନିର୍ମାଣ ହେବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ ଓ ଜନପ୍ରତିନିଧିଙ୍କ ମଧ୍ୟରେରେ ଆଧୁନିକ ବାଙ୍କୀ ବିକାଶର କର୍ଣ୍ଣଧାର ପୁର୍ବତନ ବିଧାୟକ ପ୍ରଭାତ କୁମାର…

Read More

ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ #କଟକ(ଏନ୍‌.ଏମ୍‌.): ସୁବିଧାରେ ରୋଗୀସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟକାର୍ଡ଼ ଠାରୁ ଆରମ୍ଭ କରି ମାଗଣାରେ ଔଷଧ ଯୋଗାଇବା ନିମନ୍ତେ ନିରାମୟ ଯୋଜନା ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯାଉଛି । ତେବେ ନିରାମୟ ଯୋଜନାରେ ରୋଗୀଙ୍କୁ ଠିକ୍‌ରେ ଔଷଧ ମିଳୁଛି କି ନାହିଁ ତାହାକୁ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ବିଭିନ୍ନ…

Read More

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌,୨ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌,୨ଦୁର୍ଦ୍ଦାନ୍ତ ଅପରାଧି ଗିରଫ ୩ ବନ୍ଧୁକ, ୧୨ ଗୁଳି, ମୋବାଇଲ ଓ ସ୍କୁଟି ଜବତ #କଟକ(ଏନ୍‌.ଏମ୍‌.): ଚୋରାବନ୍ଧୁକ କାରବାରର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ଏ ନେଇ ଜଗତପୁର ପୁଲିସକୁ ଏକ ବଡ ସଫଳତା ମିଳିଛି । ଏହି କାରବାରରେ ସଂଶ୍ଳିଷ୍ଟ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ବିଜୟ ନାୟକ(୪୭)…

Read More

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର #ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡ଼ିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟ ଜଳ, ରେଳ, ସବୁଥିରେ ପଛୁଆ । ଏହା ୭ ଟି ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ । ଶତକଡା ୬୫ ଭାଗରୁ ଉର୍ଦ୍ଧ୍ୱ ଆଦିବାସୀ ଶ୍ରେଣୀର ଥିବାବେଳେ ୨୫ ଭାଗ ପଛୁଆ ବର୍ଗ । ନଦୀ, ନାଳ,…

Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ #କଟକ(ଏନ୍‌.ଏମ୍‌.): ସରକାରୀ ଚାକିରୀ କରି ନିର୍ଦ୍ଦିଷ୍ଟ ପରିମାଣର ବେତନ ପାଇବା ସତ୍ତ୍ୱେ ଲକ୍ଷ ଲକ୍ଷ ଟଙ୍କା ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ…

Read More

୨୦୨୪ ନିର୍ବାଚନ ପାଇଁ ସଜବାଜ: କଟକ ଜିଲ୍ଲା ବିଜେଡିର କାର୍ଯ୍ୟ କାରିଣୀ ବୈଠକ

୨୦୨୪ ନିର୍ବାଚନ ପାଇଁ ସଜବାଜ: କଟକ ଜିଲ୍ଲା ବିଜେଡିର କାର୍ଯ୍ୟ କାରିଣୀ ବୈଠକ #କଟକ (ଏନ୍‌.ଏମ୍‌.): ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାବେଳେ ଏଥି ପାଇଁ ସମସ୍ତ ରାଜନୈତିକ ଦଳରେ ଅଙ୍କକଷା ଆରମ୍ଭ ହେଲାଣି । ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତାମାନେ ବିଭିନ୍ନ ଗୋଟି ଚଳାଇବା ମଧ୍ୟ ଆରମ୍ଭ କରିସାରିଲେଣି । ବିଶେଷ କରି ଅସନ୍ତୁଷ୍ଟ ତଥା ଦଳରେ ବିଭୀଷଣ ଭୂମିକା ନିଭାଉଥିବା ବ୍ୟକ୍ତିଙ୍କ ପ୍ରମୁଖ ନେତାମାନେ ହୁସିଆର…

Read More

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଓଡ଼ିଆ ଯୁବତୀ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଓଡ଼ିଆ ଯୁବତୀ ଜଗତପୁର ଥାନାରୁ ମହିଳା ଥାନାକୁ ଅଭିଯୋଗ ସ୍ଥାନାନ୍ତର #କଟକ(ଏନ୍‌.ଏମ୍‌.): ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିବା ଜଣାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ପୀଡି଼ତାଙ୍କୁ ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି…

Read More