ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ଭେ କେବେ ଜରୁରୀକାଳୀନ ସମୟକୁ ଭୁଲିବାକୁ ଦେବୁ ନାହିଁ – ବିଶ୍ୱଜିତ୍ ମହାନ୍ତି
ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ଭେ କେବେ ଜରୁରୀକାଳୀନ ସମୟକୁ ଭୁଲିବାକୁ ଦେବୁ ନାହିଁ – ବିଶ୍ୱଜିତ୍ ମହାନ୍ତି #କଟକ(ଏନ୍.ଏମ୍.): ବିଜେଡି ପକ୍ଷରୁ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ୪୮ତମ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନିମଚୌଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ଦିବସ ପାଳନ କରାଯାଇଥିଲା । ପ୍ରାକ୍ତନ କଂଗ୍ରେସ ସଭାନେତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ତତକାଳୀନ ସରକାରଙ୍କ ମେରୀରାୟ ଶାସନକୁ…
