ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ
ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ #କଟକ(ଏନ୍.ଏମ୍.): ସୁବିଧାରେ ରୋଗୀସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟକାର୍ଡ଼ ଠାରୁ ଆରମ୍ଭ କରି ମାଗଣାରେ ଔଷଧ ଯୋଗାଇବା ନିମନ୍ତେ ନିରାମୟ ଯୋଜନା ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯାଉଛି । ତେବେ ନିରାମୟ ଯୋଜନାରେ ରୋଗୀଙ୍କୁ ଠିକ୍ରେ ଔଷଧ ମିଳୁଛି କି ନାହିଁ ତାହାକୁ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ବିଭିନ୍ନ…
