ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର
ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର ଜଗତପୁର ୪୮ନମ୍ବର ୱାର୍ଡରେ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥିନୀଙ୍କ ନିର୍ବାଚନ ରାଲି [caption id="attachment_4252" align="alignnone" width="300"] Photo By Kanhu Charan Panda[/caption] କଟକ/ଜଗତପୁର(ଏନ୍.ଏମ୍.): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି…











