ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍’: ଉଚ୍ଚଶିକ୍ଷା ମନ୍ତ୍ରୀ ଏଚ୍ଡିଏଫ୍ସି ସହ ‘ମୋ ସ୍କୁଲ୍’ର ଏମ୍ଓୟୁ [caption id="attachment_4302" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି…
Year: 2022
ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା
ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା ଭଦ୍ରକ (ଏନ୍.ଏମ୍.): ବହୁ ଚର୍ଚ୍ଚତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ପୁଲିସ ହାତରେ ଧରାପଡ଼ିଛନ୍ତି ୱେବ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଖୋଜୁଥିବାବେଳେ ସେ କଲିକତାରେ ଆତ୍ମଗୋପନ କରିଥିଲେ । ଆଜି…
କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ
କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ [caption id="attachment_4289" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍.ଏମ୍.): କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଚାଲିଥିବାବେଳେ କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକର ବିଭିନ୍ନ ସଂଗଠନ…
ଗୋମାତାଙ୍କ ସୁରକ୍ଷା ଆଇନ କଡାକଡି କରିବାକୁ ଦାବି ଉଠାଇଲେ ଗୋସେବକ
http://www.youtube.com/watch?v=vbqmf-k5LzI&list=UUcIr6en28fqX5hAEjAKGw8A&index=11
କୟଳପଡ଼ାରେ ଫଡଲାଇଟ ମ୍ୟାଚ୍ ଉଦ୍ଯାପିତ
କୟଳପଡ଼ାରେ ଫଡଲାଇଟ ମ୍ୟାଚ୍ ଉଦ୍ଯାପିତ କଟକ(ଏନ୍.ଏମ୍.): କ୍ରିକେଟ ଖେଳ ହେଉଛି ଏକ ନିଆରା ଖେଳ । ପିଲାଠୁ ବୁଡା ପ୍ରଯ୍ୟନ୍ତ ସମସ୍ତଙ୍କର ପସନ୍ଦ । ଏହି କ୍ରିକେଟ ଖେଳ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଟାଙ୍ଗୀ- ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚୟତରେ ପ୍ରଥମ ଥର ପାଇଁ…
ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି
ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ଅପୂର୍ବ ବିଜୟ ହୋଇଛି । ମାତ୍ର କେତେକ ୱାର୍ଡ଼ରେ ବିଜେଡିର କିଛି କର୍ମକର୍ତ୍ତା ଦଳ ବିରୋଧରେ କାର୍ଯ୍ୟକରିବା ଅଭିଯୋଗ ଆସିବା ପରେ ସେମାନଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି…
ପୌର ନିର୍ବାଚନରେ ବିଜେଡିର କମାଲ
ପୌର ନିର୍ବାଚନରେ ବିଜେଡିର କମାଲ ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟର ପୌର ନିର୍ବାଚନରେ ବିଜେଡି ନିଜର କମାଲ ଦେଖାଇଛି । ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳର ଗୋଷ୍ଠୀକନ୍ଦଳ, ଅସନ୍ତୋଷ, ନେତୃତ୍ୱର ଅଭାବ ରହିଥିବାବେଳେ ଏହାର ଫାଇଦା ଉଠାଇଛି ଶାସକ ବିଜେଡି । ବହୁ ସଂଖ୍ୟାରେ ବିଜେଡି ବିଜୟ ଲାଭ…
କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ
କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ କଟକ(ଏନ୍.ଏମ୍.): ମହାନଗର ନିଗମରେ ବିଜେଡିକୁ ୩୮ଟି କର୍ପୋରେଟର ମିଳିଥିବାବେଳେ କଂଗ୍ରେସକୁ ୮ଟି, ବିଜେପିକୁ ୭ଟି ଏବଂ ୬ଟି ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ବିଜେଡି ଶିବିରରେ ଆନନ୍ଦ ଉତ୍ସବ ଖେଳିଯାଇଥିବାବେଳେ କଂଗ୍ରେସ ଓ ବିଜେପିଙ୍କୁ ସୀମିତ ୱାର୍ଡ଼ରେ…
କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ
କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ [caption id="attachment_4265" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ସହରରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପୌର ନିର୍ବାଚନ । ଏଥର କଟକ ମହାନଗର ନିଗମ ନିର୍ବାଚନ ପାଇଁ ୫୫ପ୍ରତିଶତ ମତଦାନ ହୋଇଥିବା…
ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ
ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ କଟକ(ଏନ୍.ଏମ୍.): ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ…
ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି
ପୌର ନିର୍ବାଚନରେ ଶୃଙ୍ଖଳା ରକ୍ଷା ନେଇ କମିଶନରେଟ ପୁଲିସର ପ୍ରସ୍ତୁତି [caption id="attachment_4259" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ କଟକ ମହାନଗର ନିଗମ(ସିଏମସି) ଓ ଚୌଦ୍ୱାର ପୌରାଞ୍ଚଳ ନିର୍ବାଚନରେ ଶୃଙ୍ଖଳା ରକ୍ଷା କରିବା…
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି
ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀନୀ ନଳିନୀଙ୍କ ବିଶାଳ ରାଲି [caption id="attachment_4255" align="alignnone" width="300"] Photo By Kanhu Charan Panda[/caption] ଜଗତପୁର(ଏନ୍.ଏମ୍.): ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ କର୍ପୋରେଟର ପ୍ରାର୍ଥିନୀ ନଳିନୀ ବେହେରାଙ୍କ ସହିତ ଦଳୀୟ କର୍ମୀ, ସମର୍ଥକମାନେ ନିର୍ବାଚନ…











