ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ
ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ ତିର୍ତ୍ତୋଲ(ଏନ୍.ଏମ୍.): ତିର୍ତ୍ତୋଲ ଅଞ୍ଚଳରେ ଲେଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲେଟେରାମାନେ ନିର୍ଭୟ ହୋଇ ତିର୍ତ୍ତୋଲ ବଜାର ସ୍ଥିତ ଜଣେ ଅଧ୍ୟାପକଙ୍କ ଘରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲେଇ…












