ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର
ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର ନରସିଂହପୁର(ଏନ୍.ଏମ୍.): ନରସିଂହପୁର ଥାନା ଅଧିନ ପାଇକପଡା ପାଟଣାରେ ଏକ ବଧୂହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି । ଯୌତୁକ ଟଙ୍କା ଓ ଜିନିଷ ଲାଗି ଜଣେ ବୋହୁଙ୍କୁ ଶାଶୁ ଓ ଦିଅର, ନଣନ୍ଦ…












