ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ
ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ [caption id="attachment_6095" align="alignnone" width="300"] News by Biswajit Dalai (Salepur)[/caption] ସାଲେପୁର (ଏନ୍.ଏମ୍.): ସତରେ ଏହି ଦୁନିଆ ବହୁତ୍ ବିଚିତ୍ର,କିଏ ସୁନା ଥାଳିରେ ଭାତ ଖାଉଛି ତ କିଏ ଖପରା ଖଣ୍ଡେ ବି ପାଉନି, ଚାଳ ଛପର…












