ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର
ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର ଦେବଗଡ଼ (ଏନ୍.ଏମ୍.) : କଟକ ପରେ ଏବେ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତକାଲି ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ…












