ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା
ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା ନୂଆଦିଲ୍ଲୀ(ଏଜେନ୍ସି): ଦେଶର ନୂଆ ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସକୁ…






