ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ
ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ [caption id="attachment_6709" align="alignnone" width="300"] News by Maheswar Behera (Athagarh)[/caption] ତିଗିରିଆ(ଏନ୍.ଏମ୍.): ଆଲୋକର ପର୍ବ ଦୀପାବଳି ପାଳନରେ ସମ୍ପୂର୍ଣ୍ଣ ଗାଁ ମସଗୁଲ ଥିବାବେଳେ କିଏ ଜାଣିଥିଲା ଏହି ଗାଁର ଗୋଟିଏ ପରିବାର ଉପରେ ଚଡ଼କ ପଡ଼ିଯିବ । ଗାଁରେ ଘରେ ଘରେ…



