ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ
ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ [caption id="attachment_6532" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ବେଶ ଜମିବାରେ ଲାଗିଛି ।…



