ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ:୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ
ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ ୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ [caption id="attachment_6317" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): କଟକ ଜିଲ୍ଲାର ଐତିହାସିକ ଶିଳ୍ପନଗରୀ ଚୌଦ୍ୱାରସ୍ଥିତ ଓଡିଶା ଟେକ୍ସଟାଇଲ ମିଲ୍(ଓଟିଏମ୍) ପୁନରୁଦ୍ଧାର ମାମଲାର ଶୁଣାଣିକରି ହାଇକୋର୍ଟ…












