ବାରବାଟୀରେ ଭାନୱିକ୍ ଓ ପୋର୍ଟରଫିଲ୍ଡଙ୍କ ବିସ୍ଫୋରକ ବ୍ୟାଟିଂ
ବାରବାଟୀରେ ଭାନୱିକ୍ ଓ ପୋର୍ଟରଫିଲ୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଭିଲ୍ୱାରା କିଙ୍ଗ୍ସର ବୃହତ ବିଜୟ [caption id="attachment_6461" align="alignnone" width="300"] News by Allhad Kumar Mohanty (Cuttack)[/caption] କଟକ(ଏନ୍.ଏମ୍.): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ର ଆଜି ଅନୁଷ୍ଠିତ ମ୍ୟାଚ୍ରେ ବିଲ୍ୱାରା କିଙ୍ଗସ ବୃହତ ବିଜୟ ହାସଲ…





