ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ
ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ [caption id="attachment_6415" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍.ଏମ୍.): ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି…





