ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ
ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ ବିରତ୍ୱର ଗାଥା ଗାନ କଲେ ସୂର୍ଯ୍ୟକିରଣ ଟିମ News by Smruti Ranjan Tripathy (Bhubaneswar) ଭୁବନେଶ୍ୱର (ଏନ୍.ଏମ୍.): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା…


