ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା
ମନ୍ଦିରରେ ପୂଜା ପାଉଛନ୍ତି କୃଷକ ଦେବତା ମାହାଙ୍ଗା(ଏନ୍.ଏମ୍.): ଜୟ ଯବାନ ଜୟ କିଶାନ ଏହି ଉକ୍ତିଟି ଯେତିକି ଶୁଣିବାକୁ ଭଲଲାଗେ ସେତିକି ଦୁଃଖ ଲାଗେ କାରଣ । କୃଷକ ଦେଶର ମେରୁଦଣ୍ଡ, ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାବେଳେ ଆଜି ମଧ୍ୟ୍ୟ କୃଷକଟିଏ ଅବହେଳିତ ଓ ନିଷ୍ପେସିତ । କୃଷକ ନିଜର ଲୁହ ଲହୁ ଏକ କରି ଖାଦ୍ୟ, ବସ୍ତ୍ର, ଯୋଗାଉଥିବା ବେଳେ ମହାନ କୃଷକ କେବଳ ପୁସ୍ତକଗୁଡ଼ିକରେ ମହାନ ହୋଇ ରହିଛି । ଆମେ…
