ଜଗତପୁର ପୁରୁଣା ଶିଳ୍ପାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୁହୁଳୁଛି ଶ୍ରମିକଙ୍କ ଅସନ୍ତୋଷ,
ଜଗତପୁର ପୁରୁଣା ଶିଳ୍ପାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୁହୁଳୁଛି ଶ୍ରମିକଙ୍କ ଅସନ୍ତୋଷ ଜଗତପୁର(ଏନ୍.ଏମ୍.): ଜଗତପୁରସ୍ଥିତ ପୁରୁଣା ଶିଳ୍ପାଞ୍ଚଳ ଡ୍ରେନ ଗୁଡିକର ଦୁଇପଟ ପାଚେରୀ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇପଡିବା ସହ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ପୋତି ହୋଇ ପଡିଛି । ଉକ୍ତ ଅଞ୍ଚଳରେ ଡ୍ରେନର ଶୋଚନୀୟ ଅବସ୍ଥା ଯୋଗୁଁ ଏହାର କୁ ପ୍ରଭାବ ଅଞ୍ଚଳବାସୀଙ୍କ ଉପରେ ପଡ଼ୁଥିବା ଅଭିଯୋଗ ହେଉଛି । ବିଶେଷ କରି ଏହି ଶିଳ୍ପାଞ୍ଚଳ ଦେଇ ଫକିରପୁର ପଣ୍ଡା ସାହିର ମୁଖ୍ୟ ଡ୍ରେନକୁ ସଂଯୋଗ…
