ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ ଜଗତପୁର(ଏନ୍‌.ଏମ୍‌.): ହିନ୍ଦୁ ଧର୍ମର ପବିତ୍ର ସାବିତ୍ରୀ ବ୍ରତ ପାଇଁ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏପରିକି ଫଳ ଦୋକାନ ଠାରୁ ଆରମ୍ଭ କରି ଶାଢ଼ୀ ଦୋକାନ ପର୍ଯ୍ୟନ୍ତ ଭିଡ ହିଁ ଭିଡ । ବଜାରଘାଟ ଭିଡରେ ପଶି ହେଉନଥିବାବେଳେ ଜଗତପୁର ୪୯ନମ୍ବର ୱାର୍ଡ ସ୍ଥିତ ଖଇରା ପୋଲ ନିକଟରେ ଥିବା…

Read More

ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜଗତପୁର ବଲ ବ୍ୟାଡମିଣ୍ଟନ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଏବଂ ଜଗତପୁର ବଲ ବ୍ୟାଡମିଣ୍ଟନ କ୍ଲବ ମିଳିତ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳ ପଡିଆରେ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା ଭାବେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର…

Read More

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା

ଜଗତପୁର କେନାଲ ବନ୍ଧ ରାସ୍ତା ଉପରେ କୁଢକୁଢ ଆବର୍ଜନା ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଭୂବନପୁରସ୍ଥିତ କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତା ଉପରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ୱାର୍ଡଟିକୁ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା, ଅଳିଆ ଆବର୍ଜନା ଉଠାଇବା, ରାସ୍ତା କଡରୁ ଅନାବନା ଗଛ ଲତା କଟା ଯିବା ଓ ରାସ୍ତାଘାଟ ସଫା କରାଯିବା ଭଳି କାମ ଗୁଡିକୁ ଶିଘ୍ର କରାଯିବା ପାଇଁ…

Read More

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ରକ୍ତଦାନ ଜୀବନଦାନ । ଏବେ ଚିକିତ୍ସା କ୍ଷେତ୍ରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ରାଜ୍ୟସରକାରଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ବିପୁଳ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ରାଜ୍ୟରେ ଦେଖାଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ଆୟୋଜନ କରିଥାନ୍ତି । ତେବେ ଏଭଳି ମହନୀୟ କାର୍ଯ୍ୟ କରିବାକୁ ସ୍ଥାନୀୟ…

Read More