ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ

ସିଏମସି ୪୮ନମ୍ବର ୱାର୍ଡରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତିଙ୍କୁ ଅଭିନନ୍ଦନ ଜଗତପୁର(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ହାଇକମାଣ୍ଡ ନିଯୁକ୍ତ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟ ଯୁବକଂଗ୍ରେସ ସଭାପତି, ଦୁଇ ଥର ସାଂସଦ, ପିସିସି ସଭାପତି, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କର ଅଭିଜ୍ଞତା,…

Read More

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର

ବ୍ୟାରେଜ କାମ ତଦାରଖ କଲେ ୪୮ନମ୍ବର ୱାର୍ଡ଼ କର୍ପୋରେଟର ଜଗତପୁର(ଏନ୍‌.ଏମ୍‌.): ମହାନଦୀ ବ୍ୟାରେଜ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଏମସି ୪୮ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା କାର୍ଯ୍ୟ ତଦାରଖ କରିଛନ୍ତି । ବ୍ୟାରେଜ ରାସ୍ତାଟି ଦୀର୍ଘ ଦିନ ଧରି ଖାତଖମାରେ ପରିଣତ ହୋଇଥିବାରୁ ଅଞ୍ଚଳରେ ଅସନ୍ତୋଷ ତେଜିଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବିଭାଗପକ୍ଷରୁ ଭାଙ୍ଗିଯାଇଥିବା ସ୍ଥାନରେ ମରାମତି ଆରମ୍ଭ ହୋଇଛି । ତେବେ ଉନ୍ନତ ମାନର କାମ…

Read More

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… : ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର ସାଲେପୁର(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ନିମନ୍ତେ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଛି । ଶିଶୁ ଶ୍ରମିକ ନରଖିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯିବା ସହ ଚଢ଼ାଉ ମଧ୍ୟ ଜାରି ରହିଚି । ତଥାପି କିଛି ଅଞ୍ଚଳରେ ଏବେ ବି ଶିଶୁ ଶ୍ରମିକ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ଏପରିକି ଚା…

Read More

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ମହାସଂଘର ଆହ୍ୱାନକ୍ରମେ ନିର୍ମାଣ ଶ୍ରମିକମାନଙ୍କର ଅଧିକାର ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିଛି । ଏହି ଅବସରରେ ଆଜି କଟକଜିଲ୍ଲା ପକ୍ଷରୁ ମହାସଂଘର ରାଜ୍ୟ ସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ଶ୍ରମ ଆୟୁକ୍ତ ତଥା ସଚିବ, ଓଡିଶା କୋଠାବାଡି…

Read More

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ତିରିରିଆ ବ୍ଲକ ନୂଆପାଟଣାଠାରେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ଯାତ୍ରାରେ ବହୁରୂପୀଙ୍କ ବିଶାଳ ପଟୁଆରରେ ହାତ ତିଆରି ହାତୀ ଉପରେ ମଦନମୋହନ ଜୀଉଙ୍କ ଚଳନ୍ତି ପ୍ରତିମା ବିଜେ ହୋଇ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନୂଆପାଟଣାର ସମସ୍ତ ସାହି ଗଳିର ସାଜସଜ୍ଜା ଓ…

Read More

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ କୋଣାର୍କ (ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତ ଓ ଯାତ୍ରୀଙ୍କ ଉପସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡର…

Read More