ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ
ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ ଜଗତପୁର(ଏନ୍.ଏମ୍.): କଟକ ସହରରେ ବୁଲାଷଣ୍ଢ ଉତ୍ପାତ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଏବେ ସିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଦୀର୍ଘ ଦିନ ଧରି ଅଞ୍ଚଳରେ ଉତ୍ପାତ କରୁଥିବା ମାରଣା ଷଣ୍ଢକୁ ଆଜି ସିଏମସି କର୍ମଚାରୀମାନେ କାବୁ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ଥ ହୋଇଥିବା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସିଏମସି ଅନ୍ତର୍ଗତ ୪୮ନମ୍ବର…
