ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ ଜଗତପୁର(ଏନ୍‌.ଏମ୍‌.): ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ କଟକ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ଭୁବନେଶ୍ୱରରୁ ମଙ୍ଗୁଳିଛକ ପର୍ଯ୍ୟନ୍ତ କଟକ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । କଟକ ଗୋପାଳପୁର ଠାରେ ରାସ୍ତା ଉପରେ ବାଲି ପଡ଼ିରହିବା ଦ୍ୱାରା ଏହା ଦୁର୍ଘଟଣା ସ୍ଥଳ (ଆକ୍ସିଡେଣ୍ଟ ଜୋନ)ରେ…

Read More

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ, ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି । ଆମେ ହେଉଛୁ…

Read More

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ ଜାକର୍ତା (ଏଜେନ୍ସି): ଓଡ଼ିଶାର ଭେଟେରାନ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଆସନ୍ତା କାଲିଠାରୁ ଯୁବ ଭାରତୀୟ ଦଳ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଏହି ଭାରତୀୟ ଦଳରେ ୧୦ଜଣ ସଦସ୍ୟ ପ୍ରଥମ ଥର ଲାଗି ସିନିୟର ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ…

Read More

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳପଡିଆରେ ଆଜି ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ ମୁଖ୍ୟବକ୍ତା ଲିଙ୍ଗରାଜ ପୃଷ୍ଟି ,ସମ୍ମାନୀୟ ଅତିଥି ସୁମିତ୍ରା ବେହେରା, ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ଦେବେନ୍ଦ୍ର…

Read More

ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା

ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା କଟକ(ଏନ୍‌.ଏମ୍‌.): ଆସନ୍ତା ଜୁନ ୧୭ ତାରିଖ ରୁ ୨୦ ତାରିଖ ପର୍ଯନ୍ତ ହେବାକୁଯାଉଥିବା ୩୦ ତମ ଜୁନିୟର ଜାତୀୟ ଅସୀଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ୟୁନିଅନ କ୍ଲବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଅସୀଚାଳନା ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓଙ୍କ ସଭାପତିତ୍ୱ କରିଥିଲେ । ତେବେ ଏନେଇ ଶ୍ରୀ ସିଂ ଦେଓ ମୁଖ୍ୟମନ୍ତ୍ରୀ ନବୀନ…

Read More