ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି
ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି ଜଗତପୁର (ଏନ୍.ଏମ୍.): ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଜଗତପୁର ଲକ୍ଷ୍ମଣପୁର ଗ୍ରାମରେ ଡ୍ରେନେଜ ନିର୍ମାଣକୁ ନେଇ ଗ୍ରାମବାସୀମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଅଞ୍ଚଳପ୍ରତି ସିଏମସିର ସର୍ବଦା ଅବହେଳା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି କାଳ ହୋଇଛି । ସିଏମସି ପ୍ରତି ୱାର୍ଡରେ ପିଇବା ପାଇଁ ଭଲ ପାଣି, ଭଲ ରାସ୍ତା ଓ ଦୁଷିତ ଜଳ ନିଷ୍କାସନ…
