ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ
ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ କଟକ(ଏନ୍.ଏମ୍.): ସ୍ଥାନୀୟ ସିଡିଏ ବାଲ୍ମୀକିନଗର ସେକ୍ଟର ୧୩ ଆଦିବାସୀ ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ଆଦିବାସୀ ସମାଜ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡେପୁଟୀ ମେୟର ସୁଶ୍ରୀ ମାଝୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଡେପୁଟି…
