ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଓସିଏର ପ୍ରସ୍ତୁତି ବୈଠକ
ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଓସିଏର ପ୍ରସ୍ତୁତି ବୈଠକ କଟକ(ଏନ୍.ଏମ୍.): ଚଳିତ ବର୍ଷ କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ସହିତ ସାଉଥ ଆଫ୍ରିକାର ଟି-୨୦ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦର୍ଶକମାନଙ୍କୁ ନେଇ ମ୍ୟାଚ ହେବା ପାଇଁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଓସିଏ ଚିଠି କରିଛି ।…
