ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକବି ତଥା କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ରବୀନ୍ଦ୍ରନାଥ ଠାକୁର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ସେହିଭଳି କଟକ ମହାନଗର ନିଗମ ୪୬ନମ୍ବର ୱାର୍ଡ଼ କଂଗ୍ରେସ କମିଟି ପକ୍ଷରୁ ଅନୁରୂପ ଭାବେ ଶ୍ରୀ ଟାଗୋରଙ୍କ ଜୟନ୍ତୀ ପାଳିତ ହୋଇଥିଲା । ୱାର୍ଡ଼ କଂଗ୍ରେସ ନେତା ଅଜୟ ଗୋଚ୍ଛାୟତଙ୍କ ପୌରହିତ୍ୟରେ…

Read More

ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ

ଆସାନି ମୁକାବିଲା ନେଇ ସିଏମସିର ପଙ୍କୋଦ୍ଧାର କାର୍ଯ୍ୟର ସ୍ଥିତି ଯାଞ୍ଚ କଲେ ମେୟର ସୁବାସ ସିଂହ କଟକ(ଏନ୍‌.ଏମ୍‌.): ସମ୍ଭାବ୍ୟ ବାତ୍ୟା ଆସାନି ମୁକାବିଲା ପାଇଁ ସରକାର ଓ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଏବେ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ସେଥିରେ କୋଭିଡ୍ ଗାଇଡଲାଇନ ପାଳନ କରି ପ୍ରାୟ ୧.୬୦ଲକ୍ଷ ଲୋକ ରହିପାରିବେ । ସେହିପରି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ୬୬୬୧ଟି କୋଠା…

Read More

ଇଡକୋ ଓ ସିଏମସି ମଧ୍ୟରେ କଳି ଶେଷ ହେବ କେବେ: ଇଡକୋ ନୋଟିସ ଦେଖି ଛାନିଆ ବାଲିସାହି ବସ୍ତି ବାସିନ୍ଦା

ଇଡକୋ ଓ ସିଏମସି ମଧ୍ୟରେ କଳି ଶେଷ ହେବ କେବେ: ଇଡକୋ ନୋଟିସ ଦେଖି ଛାନିଆ ବାଲିସାହି ବସ୍ତି ବାସିନ୍ଦା ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଇଡକୋ ଉଚ୍ଛେଦ ପାଇଁ ନୋଟିସ ମାରିବା ଘଟଣାକୁ ନେଇ ବାଲିସାହି ବସ୍ତି ବାସିନ୍ଦା ଛାନିଆ ହୋଇ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଇଡ଼କୋ ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବ ନାହିଁ ବୋଲି କହିବା ପରେ ବସ୍ତିବାସିନ୍ଦା ଏବେ ଆତଙ୍କିତ । ଗୋଟିଏ ପଟେ ଇଡକୋ ନିଜ…

Read More

ମୁମ୍ବାଇ ଶାନ୍ତାକ୍ରୁଜ ୱେଷ୍ଟ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ

ମୁମ୍ବାଇ ଶାନ୍ତାକ୍ରୁଜ ୱେଷ୍ଟ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ ମୁମ୍ବାଇ(ଏଜେନ୍ସି): ଶାନ୍ତାକ୍ରୁଜ (ୱେଷ୍ଟ) ମୁମ୍ବାଇସ୍ଥିତ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ । ଭାରତୀୟ ଜୀବନବୀମା କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୬ଟା ୪୦ ମିନିଟ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଦୀର୍ଘ ସମୟ ଧରି ହୁତୁହୁତୁ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ଅଗ୍ନିଶମ ବିଭାଗ ଦୀର୍ଘ ସମୟର କସରତ ପରେ ଅଗ୍ନିକୁ ଆୟତ୍ତ କରିବାରେ ସଫଳ…

Read More