ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର
ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର ଭୁବନେଶ୍ୱର (ଏନ୍.ଏମ୍.):ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଜୀବନୀ ଉପରେ ପର୍ଯ୍ୟବସିତ ପାଞ୍ଚଟି ସ୍ୱତନ୍ତ୍ର ଚିତ୍ର ଓଡ଼ିଶା ଲାଇଭ୍ ମେଡ଼ିଆ ନେଟ୍ୱାର୍କ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଚିତ୍ରଗୁଡ଼ିକୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରକାର ଶ୍ରୀ ବଳଦେବ ମହାରଥା ପ୍ରସ୍ତୁତ କରିଛନ୍ତି । ବିଜୁବାବୁୁ ଓଡ଼ିଆ ଅସ୍ମିତା, ଜାତୀୟତା ଓ ସ୍ୱାଭିମାନର ପ୍ରତୀକ । ସେ ଜଣେ ବ୍ୟକ୍ତି ନଥିଲେ…
