ଲକ୍ଷ୍ମଣପୁର ମା’ ତାରିଣୀ ବଜାର ନଳକୂପରୁ ବାହାରୁଛି ବିଷାକ୍ତ ପାଣି !
ଲକ୍ଷ୍ମଣପୁର ମା’ ତାରିଣୀ ବଜାର ନଳକୂପରୁ ବାହାରୁଛି ବିଷାକ୍ତ ପାଣି ! ଜଗତପୁର (ଏନ୍.ଏମ୍.): ଅସହ୍ୟ ଖରାରେ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବାବେଳେ ନଳକୂଅର ପାଣି କାମରେ ଆସୁନି । ଏହି ନଳକୂଅରୁ ମାଟିଆ ରଙ୍ଗର ପାଣି ବାହାରୁଥିବାବେଳେ ଏହାକୁ ମୁହଁରେ ଦେଇ ହେଉନାହିଁ । ତେବେ ଏହି ଅଞ୍ଚଳର ଲୋକେ ଦୀର୍ଘ ଦିନ ଧରି ଜଳକ୍ଲିଷ୍ଟରେ ଥିବାବେଳେ ସିଏମସି ପକ୍ଷରୁ ଏହାର ପ୍ରତିକାର କରାନଯିବା ନେଇ ଅସନ୍ତୋଷ ତେଜୁଛି । କଟକ…
