ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ

ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ କଟକ (ଏନ୍‍.ଏମ୍‍.): ୧୬ ନମ୍ବର ଜାତୀୟ ରାଜପଥ କଟକରୁ ଭୁବନେଶ୍ୱର ଯାଉଥିବା ଏକ କାର ଫୁଲନଖରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିଟି ରୋଡ଼ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଗାଡ଼ିରେ କେତେଜଣ ଥିଲେ ଓ କିଭଳି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ । ରାଜପଥ କଣ୍ଟ୍ରୋଲ ରୁମରୁ ଖବର ପାଇ କଟକ ସଦର ଥାନା ପୁଲିସ ଘଟଣାସ୍ଥଳରେ…

Read More