ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ
ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ କଟକ(ଏନ୍.ଏମ୍.): ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିର ସୁରକ୍ଷା ତଥା ଶାନ୍ତିଶୃଙ୍ଖଳାର ସହ ନିର୍ବାଚନରେ ମତଦାନ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଅଞ୍ଚଳରେ ଜଗତପୁର ଥାନା ପୁଲିସ ପକ୍ଷରୁ ଫ୍ଲଗ ମାର୍ଚ୍ଚ ଆରମ୍ଭ କରାଯାଇଛି । ଆଜି ଅପରାହ୍ନରେ ଫ୍ଲାଗ…
