ସିଏମସି ୨୮ ନମ୍ବର ୱାର୍ଡରେ କଂଗ୍ରେସର କର୍ମୀ ସମାବେଶ
ସିଏମସି ୨୮ ନମ୍ବର ୱାର୍ଡରେ କଂଗ୍ରେସର କର୍ମୀ ସମାବେଶ କଟକ (ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ୨୮ ନମ୍ବର ୱାର୍ଡ କଂଗ୍ରେସ କମିଟି କର୍ମୀମାନଙ୍କର ଏକ କର୍ମୀ ସମାବେଶ ସ୍ଥାନୀୟ ତେଲେଙ୍ଗା ବଜାର ସ୍ଥିତ ଚନ୍ଦ୍ର ଶେଖର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର ବୈଶାଳୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଆଗାମୀ ପୌର ନିର୍ବାଚନ ଏବଂ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରି…
