କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ
କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ କଟକ(ଏନ୍.ଏମ୍.): କଟକ ଏବେ ନକଲି କାରବାରର ପେଣ୍ଠସ୍ଥଳ ପାଲଟିଛି । କିଛିଦିନ ବ୍ୟବଧାନ ପରେ କଟକରୁ ପୁଣିଠାବ ହୋଇଛି ନକଲି ମସଲା କାରଖାନା । ବ୍ରାଣ୍ଡ କମ୍ପାନୀ ନାଁ କହି ଲୋକଙ୍କୁ ଦିଆଯାଉଥିଲା ନକଲି, ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ । ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆର ଏକ କାରଖାନାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡକୁ ଜବତ କରିଛି କମିଶନରେଟ…
