ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍ୟୁସିଆଇ(ସି) ପକ୍ଷରୁ ନିନ୍ଦା
ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍ୟୁସିଆଇ(ସି) ପକ୍ଷରୁ ନିନ୍ଦା [caption id="attachment_3604" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ଜଗସିଂହପୁର ଜିଲ୍ଲାର ଢିଙ୍କିଆ ବାସିଙ୍କ ଉପରେ ପୋଲିସର ଆତଙ୍କରାଜ ଓ ବର୍ବର ଲାଠି ଚାଳନାକୁ ଏସ୍ୟୁସିଆଇ(ସି)ର କଟକ ଜିଲ୍ଲା କମିଟି ପକ୍ଷରୁ ଆହୁତ…





