ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ
ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ [caption id="attachment_3685" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ(ଏସସିବି)ରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଙ୍ଗ କରାଯାଇଛି । ରୋଗୀର ଯେଭଳି କୌଣସି ଅସୁବିଧା ନହୁଏ ସେଥିଲାଗି ଏସସିବିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପୁଲିସ ଏସ୍କର୍ଟରେ…


